ମନରାଉତ ହେଲେ ପିସିସି ସାଧାରଣ ସମ୍ପାଦକ

ପିସିସି ସାଧାରଣ ସମ୍ପାଦକ ଭାବେ ମନରଞ୍ଜନ ରାଉତଙ୍କୁ ଚୟନ କରାଯାଇଛି। ଏ ନେଇ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି।

କେନ୍ଦୁଝର ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସର ସଭାପତି ଭାବେ ସେ କାମ କରି ଆସୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version