ପିସିସି ସାଧାରଣ ସମ୍ପାଦକ ଭାବେ ମନରଞ୍ଜନ ରାଉତଙ୍କୁ ଚୟନ କରାଯାଇଛି। ଏ ନେଇ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି। କେନ୍ଦୁଝର ଜିଲ୍ଲାର ପୂର୍ବତନ ଯୁବ କଂଗ୍ରେସର ସଭାପତି ଭାବେ ସେ କାମ କରି ଆସୁଛନ୍ତି।
Credible Local News of Odisha