ଭାପୁରରେ କାଳିଗିରି ପୋଲ ବନ୍ୟା ଜଳରେ ବୁଡ଼ିଲା

ନୟାଗଡ଼ ଜିଲ୍ଲା ଭାପୁର-କଳାପଥର ରାସ୍ତାର କାଳିଗିରି ପୋଲ ଆଜି ସନ୍ଧ୍ୟାରେ ବନ୍ୟା ଜଳରେ ବୁଡି ଯିବାରୁ ଭାପୁରରୁ କଳାପଥର ଇ ବାଙ୍କୀ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version