ତିର୍ତ୍ତୋଲର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର

ମହାନଦୀରେ ବଡ଼ ବନ୍ୟା ଆଶଙ୍କା ଦେଖାଦେଇଥିବାରୁ ଆଜି ପ୍ରଶାସନ ତିର୍ତ୍ତୋଲର ତଳିଆ ଅଂଚଳରୁ ପ୍ରାୟ 400 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଚାରୋଟି ସ୍କୁଲରେ ରଖାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version