ପାଇକା ନଦୀରେ ଘଳିଆ, ବାଲିବସ୍ତା ପକାଉଛି ପ୍ରଶାସନ

କେନ୍ଦ୍ରାପଡ଼ା ଜିଲ୍ଲାର ପାଇକା ନଦୀରେ ବଡ଼ନୟନୀପୁର ନିକଟରେ ବନ୍ଧରେ ଆଜି ଘଳିଆ ହୋଇଥିବା ଦେଖିବାକୁ ମିଳିଛି l ଏହାକୁ ବାଲିବସ୍ତା ପକାଇ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଉଦ୍ୟମ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version