ହିନ୍ଦୁ ଧର୍ମକୁ ଫେରିଲେ ପରିବାର

କୁଚିଣ୍ଡା ଉପଖଣ୍ଡର ବାମରା ବ୍ଲକ ଜରାବଗା ପଞ୍ଚାୟତ ବେହେରାମାଲ ଗ୍ରାମର ଗୋଟିଏ ପରିବାରର ୪ ଜଣ ସଦସ୍ୟ ଖ୍ରୀଷ୍ଟିୟାନ ଧର୍ମ ତ୍ୟାଗ କରି ପୁନଶ୍ଚ ହିନ୍ଦୁ ଧର୍ମକୁ ଆଜି ଫେରିଥିବା ସେମାନେ କହିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ।ସେମାନେ ଏହା ଘୋଷଣା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version