ବିଏମସିର ନୂଆ କମିଶନର କୁଲାଙ୍ଗେ ବିଜୟ ଅମୃତରାଜ

ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ବିଜୟ ଅମୃତରାଜଙ୍କୁ ଆଜି ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ କମିଶନର ଭାବେ ନିଯୁକ୍ତ କରିଛନ୍ତି l
ଏଥିସହ ତାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିକିଟେଡ଼ ସିଇଓ ଏବଂ କ୍ରୁଟ -କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପୋର୍ଟ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version