ହରିହର ଭେଟ ପାଇଁ ମେଳଣ ପଡିଆ ପ୍ରସ୍ତୁତି ଆରମ୍ଭ

ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ପ୍ରସିଦ୍ଧ ହରିହର ଭେଟ ପାଇଁ ମେଳଣ ପଡ଼ିଆ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଏଠାରେ ହଜାର ହଜାର ଲୋକଙ୍କ ସମାଗମ ହେବାର ଆଶଙ୍କା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version