ଦୋଳପୂର୍ଣ୍ଣିମା ଅବସରରେ ନାମ ଯଜ୍ଞ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ପ୍ରସିଦ୍ଧ (ପଗୁଣପୁଣି ) ଯାତ୍ରା ପାଇଁ ୨୪ ପ୍ରହରୀ ନାମଯଜ୍ଞର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବସନ୍ତ ମହାକୁର ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version