ଶ୍ରୀ ଶନିଦେବଙ୍କ ମନ୍ଦିରର ସପ୍ତମ ପ୍ରତିଷ୍ଠା ଦିବସ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର ଘଣ୍ଟପଡ଼ା ଗ୍ରାମରେ ଶ୍ରୀ ଶନିଦେବଙ୍କ ମନ୍ଦିରର ସପ୍ତମ ପ୍ରତିଷ୍ଠା ଦିବସ ଆଜି ଅନୁଷ୍ଠିତ ହୋଇଛି l

ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ କଳସ ଯାତ୍ରାରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇଥିଲେ l ବିଧାୟକ ଶ୍ରୀ ପ୍ରଧାନ ସମଗ୍ର ବିଶ୍ଵର ମଙ୍ଗଳ କାମନା ନିମନ୍ତେ ଶନିଦେବଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version