ଗାନ୍ଧିସ୍ମୃତି ଭବନରେ ସ୍ବର୍ଗତ ପଞ୍ଚାନନ ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ଵର ସହର ଗାନ୍ଧୀସ୍ମୃତି ଭବନରେ ବିଶିଷ୍ଟ କ୍ରାନ୍ତିକାରୀ ଆଇନଜୀବୀ ତଥା କ୍ରାନ୍ତିବାର୍ତାର ସମ୍ପାଦକ ସ୍ବର୍ଗତ ପଞ୍ଚାନନ ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି।

ଏଥିରେ ଯୁଵନେତା ବିକ୍ରମ ପଣ୍ଡା ଓ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version