ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ପୂଜାରୀ ଜବତ ଟ୍ରାକ୍ଟରକୁ ମୁକୁଳାଇବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ।
ଲାଞ୍ଚ ନେବା ଅଭିଯୋଗରେ ନବରଙ୍ଗପୁର ଡିଏଫ୍ଓ ତାଙ୍କୁ ନିଲମ୍ବନ କରିଛନ୍ତି।
Credible Local News of Odisha