ଭୁବନେଶ୍ୱରର ବିଭିନ୍ନ ସୁନା ଦୋକାନରେ ଜିଏସଟି ବିଭାଗର ଚଢ଼ାଉ

ଭୁବନେଶ୍ୱର ଶ୍ରୀୟା ଛକସ୍ଥିତ ୩ଟି ସୁନା ଦୋକାନରେ ଚଢ଼ାଉ ଜାରି ରଖିଛି ଜିଏସଟି ବିଭାଗ।

ଜିଏସଟି ଟିମ ସୁନା ଅଳଙ୍କାର, ହଲ୍‌ମାର୍କ ଓ ବିଭିନ୍ନ କାଗଜପତ୍ରର ଯାଞ୍ଚ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version