ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଆଜି ଉଦଳା ଡାକ୍ତରଖାନାରେ ରୋଗୀ ଓ କର୍ମଚାରୀମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଫଳ ବଣ୍ଟନ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଧୀନ ଠିକାଦାର ସଂଘର ସଦସ୍ୟମାନେ ଉପସ୍ଥିତ ରହି ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରିଥିଲେ । ଆଗାମୀ ଦିନରେ ଏଇ ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘର ସଭାପତି ହିମାଦ୍ରୀ ତ୍ରିପାଠୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version