ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଆଞ୍ଚଳିକ ଉଚ୍ଚ ବିଦ୍ଯାପୀଠ, କେନଝିରିଆପାଲି ହାଇସ୍କୁଲଠାରେ ଆଜି ସିଲଭର ଜୁବୁଲି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବହୁ ପୂର୍ବତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।
Credible Local News of Odisha