ଓଡ଼ିଶା ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ବିନିକା ଏନଏସି ଅଧିନସ୍ଥ ଜାମଛାପର ଓ ମିଶ୍ରପାଳି ଗସ୍ତରେ ଆସି ପିଏମ୍ଏଓ୍ବାଇ ଓ ଏଲ୍ଆରସି ଉପରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଅବସରରେ ସୋନପୁର ଉପ ଜିଲ୍ଲାପାଳ, ବିନିକା ତହସିଲଦାର, ଏନଏସି ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।