ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମାଙ୍କ ନାମରେ ମାମଲା

ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା ଗତବର୍ଷ ଫେବୃଆରୀ 2 ତାରିଖରେ ସୂଚନା କେନ୍ଦ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଯିବା ବେଳେ ଧାରଣାରତ ଅନୁସୂଚିତ ଓ ଜନଜାତି ଚାଷୀ ମାନଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଥିଲା l

ଏହି ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଛଅଟି ଦଫାରେ ନବରଙ୍ଗପୁର ଥାନାରେ ଆଜି ମାମଲା ରୁଜୁ ହୋଇଛି l ଘଟଣାଦିନ ଧନ ମଣ୍ଡିର ଅବ୍ୟବସ୍ଥା ପ୍ରତିବାଦରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ସହ ଚାଷୀ ମାନେ ଧାରଣା ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version