ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ହତ୍ୟାକାଣ୍ଡ

ବଲାଙ୍ଗୀର ଜିଲ୍ଲା ଭୀମଭୋଇ ହସ୍ପିଟାଲ ପରିସର ଅକ୍ସିଜେନ୍ ପ୍ଲାଣ୍ଟ ପାଖରେ ମାଆ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହାଣି ହତ୍ୟା କରିଛନ୍ତି ୨ ଦୁର୍ବୃତ୍ତ।

ପୁଅକୁ ବଞ୍ଚାଇବା ଉଦ୍ୟମ ବେଳ ମାଆ ଆହତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version