ପାଣିରେ ଭାସିଗଲା କାର୍

ଆଠଗଡ଼ ଅନ୍ତର୍ଗତ ପୁରୁଣାକଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡ଼ାରେ ପାଣିରେ ଭାସିଗଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ l

ପାଇପ୍‌ଲାଇନରେ ଅଟକିଥିବା କାର୍ ଉପରେ ୪ ଘଣ୍ଟା ଅଟକି ରହିଲେ ୪ ଯାତ୍ରୀ; ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଅଟକି ରହିବା ପରେ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version