ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳୀ ପଞ୍ଚାୟତର ବ୍ରାହ୍ମଣ ଶାସନ ପୁରୁଷୋତ୍ତମପୁର ମନ୍ଦିର ପରିସରରେ ଆଜି ବ୍ରାହ୍ମଣୀ ସାହିତ୍ୟ ସଂସଦର ଶୁଭରାମ୍ଭ ହୋଇଛି ।
ସଭାପତି ଶାନ୍ତୁନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଲୋକକଳା ସଂସ୍କୃତିର ରାଜ୍ୟ ଉପସଭାପତି ଅବନି ମିଶ୍ର ଯୋଗ ଦେଇଥିଲେ ।