ଟାୱାର ଟ୍ରେନ ଧକ୍କାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌

କେନ୍ଦୁଝର ଜିଲ୍ଲା ବିଲେଇପଦା ନିକଟ ଭାଗଲପୁର ଠାରେ ଏହି ଦୁର୍ଘଟଣା ଘଟିଛି।

ଏଥିରେ ଡ୍ରାଇଭର୍ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version