ବାଲିମେଦ ଅଞ୍ଚଳରୁ ସନ୍ଦିଗ୍ଧ ପାରା ଉଦ୍ଧାର March 29, 2023 by Rameswar mahakur ପାରାର ଗୋଡ଼ରେ ପିତ୍ତଳ ରିଙ୍ଗ୍ରେ କିଛି ଲେଖା ରହିଛି। ସ୍ଥାନୀୟ ଲୋକ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।