ଯୁବ ପ୍ରତିଭା ଚନ୍ଦନ ପଣ୍ଡାଙ୍କୁ ବେଳାଭୂମି ଯୁବ ସମ୍ମାନ

ବେଳାଭୂମି ସାହିତ୍ଯ ସଂସଦ, ଅସ୍ତରଙ୍ଗ , ପୁରୀ ପକ୍ଷରୁ ଜାହାନିଆଁ ସାଗର ବେଳାଭୂମିରେ ଆୟୋଜିତ ବାର୍ଷିକ ସାରସ୍ବତ ଉତ୍ସବ ନୀଳ ତରଙ୍ଗ କାର୍ଯ୍ୟକ୍ରମରେ ହାଟଡିହୀ ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ କବି , ପ୍ରକୃତି ବନ୍ଧୁ ଚନ୍ଦନ ପଣ୍ଡାଙ୍କୁ ବେଳାଭୂମି ଯୁବ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

ସଂସଦର ସଭାପତି ଚିତ୍ତରଞ୍ଜନ ବିଶ୍ୱାଳଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କ୍ରୀଡା ଯୁବ ବ୍ୟାପାର, ବୈଦ୍ୟୁତିକ ଅଣୁବିଜ୍ଞାନ ତଥା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟବକ୍ତା ଭାବରେ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version