ଆଜି ଜେକେପୁର ଉଗ୍ରତାରା ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ବିରଜା ପ୍ରସାଦ ଶତପଥୀଙ୍କ ସଭାପତତ୍ବରେ ଅନୁଷ୍ଠିତ ପୂଜ୍ୟପୂଜା ,ଓଡ଼ିଶାର ଏକ ଆଲୋଚନାଚକ୍ରରେ ଅତିଥି ଭାବେ ଡି ଶ୍ରୀନିବାସ, ଡ. ଆରତି କର, ଭବାନୀ ଚରଣ ଦାସ, ଆଶୁତୋଷ ପାତ୍ର, ଆନନ୍ଦ ଚନ୍ଦ୍ର ପଣ୍ଡା ଓ ଜନ୍ମେଜୟ ଦାସ ପ୍ରମୁଖ ଯୋଗଦାନ କରି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରିପାଠୀ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ ବୋଲି ମତ ପ୍ରକାଶ କରିଥଲେ l
ସମ୍ପାଦକ ରମାକାନ୍ତ ମିଶ୍ର ସ୍ବାଗତ ଭାଷଣ ଏବଂ କବି ବିପିନ ବିହାରୀ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ l