‘ଦିଲରେ ଅଛି ତୋରି ନାଁ ‘ଓ ‘ମହାବାହୁ’ର ଅଡିଓ ରିଲିଜ୍

ଆର୍ ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନସ୍ ନିବେଦିତ ସିନେମା ଦିଲରେ ଅଛି ତୋରି ନାଁ ଏବଂ “ମହାବାହୁ’ ର ଅଡିଓ ରିଲିଜ୍ ଆଜି ସନ୍ଧ୍ୟାରେ ହୋଇଯାଇଛି l

ତ୍ରିପତି ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଦିଲ୍ ରେ ଅଛି ତୋରି ନାଁରେ ନାୟକ ସମ୍ବିତ ଥିବାବେଳେ ନାୟିକା ଅଛନ୍ତି ନବାଗତା ପ୍ରିୟଙ୍କା ଓ ଅନୁରାଧା l ଅଭିଜିତଙ୍କ ସଂଗୀତ ନିର୍ଦ୍ଦେଶନାରେ ୪ଟି ଗୀତ ସହ ଜଣାଶୁଣା କଳାକାର ରହିଛନ୍ତି l ସେହିପରି ମହାବାହୁରେ ନିର୍ଦ୍ଦେଶନାକୁ ଫେରିଛନ୍ତି ଶ୍ରୀତମ l ନାୟକ ଭୂମିକାରେ ଆକାଶଙ୍କ ସହ ପୂନମ ଓ ତନୁଶ୍ରୀ ରହିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version