ବଡମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ଠାବ

କଟକ ଜିଲ୍ଲା ବଡମ୍ବା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଆଜି ଆଉ ଏକ ହାତୀ କଙ୍କାଳ ଠାବ ହୋଇଛି l ପୂର୍ବରୁ ଏହି ଅଞ୍ଚଳରେ ହୋଇଥିବା ଅହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଯାଇଥିବା ଏସଟିଏଫ ଏହି କଙ୍କାଳ ଠାବ କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version