ବସ ଧର୍ମଘଟ ଜୁଲାଇ 31 ତାରିଖକୁ ସ୍ଥଗିତ

ରାଜ୍ୟରେ ଘରୋଇ ବସ ମାଲିକ ସଂଘର ପ୍ରସ୍ତାବିତ ବସ ଧର୍ମଘଟ ଜୁଲାଇ 1 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ତାହାକୁ ଜୁଲାଇ 31 ତାରିଖକୁ ସ୍ଥଗିତ ରଖାଯାଇଥିବା ଆଜି ସଂଘର ଏକ ବୈଠକ ପରେ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version