ଦୟା ନଦୀ ବନ୍ୟା ଜଳରେ ଜଟଣୀ -ପିପିଲି ରାସ୍ତା ବୁଡ଼ିଲା

ଦୟା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ଆଜି ମାଧିପୁର ଦେଇ ବନ୍ୟା ଜଳ ଜଟଣୀ -ପିପିଲି ରାସ୍ତାରେ ଲହଡି ମାରୁଥିବା ଦେଖିବାକୁ ମିଳିଛି l ଫଳରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ପ୍ରାୟ 30 ଟି ପଞ୍ଚାୟତର ଚାଷ ଜମି ବୁଡ଼ିଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version