ହୀରାକୁଦ ଡ୍ୟାମରେ ଜଳସ୍ତର 625.54 ଫୁଟ

ଆଜି ସକାଳ 9 ଟା ବେଳେ ହୀରାକୁଦ ଡ୍ୟାମରେ ଜଳସ୍ତର 625.54 ଫୁଟ ଥିବା ବେଳେ ସେକେଣ୍ଡକୁ 7 ଲକ୍ଷ 65 ହଜାର 858 ଘନଫୁଟ ଜଳ ପ୍ରବେଶ କରୁଛି l 26 ଟି ଗେଟ ଦେଇ ସେକେଣ୍ଡକୁ 4 ଲକ୍ଷ 48 ହଜାର 205 ଘନଫୁଟ ଜଳ ନିଷ୍କାସିତ ହେଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version