କୋରାପୁଟ- ରାୟଗଡ଼ା ଲାଇନରେ ଲକ୍ଷ୍ମୀପୁର ବ୍ଲକ୍ ୨ନଂ ଟନେଲରେ ଡବଲିଂ କାମ ଚାଲିଥିବା ବେଳେ ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ଅଛନ୍ତି ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମର ଜହରୁଦ୍ଦିନ।
Credible Local News of Odisha