ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତ ତରଫରୁ ଭୀମଭୋଇ ଶିବର ବିଷୟରେ ଆଲୋଚନା ପାଇଁ ଏଣ୍ଡଳବା ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଶିକ୍ଷକ, ଅଙ୍ଗନୱାଡିକର୍ମୀ, ଆଶାକର୍ମୀ ଏବଂ ୱାର୍ଡ ମେମ୍ଵର ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।
Credible Local News of Odisha