ଟଙ୍କା ପାଇଁ ମାକୁ ହତ୍ୟା ଅଭିଯୋଗ

ଅନୁଗୁଳ ଜିଲ୍ଳାର ବାଗେଡ଼ିଆ ଗ୍ରାମରେ ଟଙ୍କା ପାଇଁ ଜଣେ ଯୁବକ ମାକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି l

ପୁଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ଘଟଣାର ତଦନ୍ତ କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version