ପ୍ଲାଷ୍ଟିକ୍ ମୁକ୍ତ ଭଞ୍ଜା ବିହାର ନାରା

ସତଭିକ୍ ସୋଲ୍ ଫାଉଣ୍ଡେସନ୍” ମାଧ୍ୟମରେ ବରହମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆଜି ଅନେକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଆନନ୍ଦ ବଜାରରୁ ବିଭିନ୍ନ ବିଭାଗ ପର୍ଯ୍ୟନ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |

ପରିବେଶ ପ୍ରଦୂଷଣର କାରଣ ହେଉଛି ପ୍ଲାଷ୍ଟିକ୍ ଏବଂ ପଲିଥିନ | ତେଣୁ ପ୍ଲାଷ୍ଟିକ ବ୍ୟବହାର କରିବା ପରେ ଫୋପାଡି ଦିଅନ୍ତୁ ନାହିଁ, ଦୟାକରି ଡଷ୍ଟବିନ ବ୍ୟବହାର କରନ୍ତୁ | ଏଥିରେ, ପ୍ରୋଗ୍ରାମର ପ୍ରମୁଖ ବ୍ୟକ୍ତିମାନେ 1. ପଞ୍ଚାନନ୍ ମହାପାତ୍ର (ଅଫିସିଆଲ୍ ମେମ୍ବର ଫାଉଣ୍ଡେସନ୍), ବବୁଲ ମଲିକ (ବାଣିଜ୍ୟ ବିଭାଗ),ସୁଶାନ୍ତ ଜେନା l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version