ଅପମିଶ୍ରଣ ଅଭିଯୋଗରେ ମସଲା ଦୋକାନରେ ଚଢ଼ାଉ
ବ୍ରହ୍ମପୁର ବଡ଼ବଜାର ଥାନା ବ୍ରଜରାଜ ନଗରରେ ଥିବା ଦୋକାନରେ ପୁଲିସ ପକ୍ଷରୁ ଚଢ଼ାଉ ହୋଇଛି।
ପୁଲିସ ଜଣକୁ ଅଟକ ରଖିଛି।
Credible Local News of Odisha
ବ୍ରହ୍ମପୁର ବଡ଼ବଜାର ଥାନା ବ୍ରଜରାଜ ନଗରରେ ଥିବା ଦୋକାନରେ ପୁଲିସ ପକ୍ଷରୁ ଚଢ଼ାଉ ହୋଇଛି।
ପୁଲିସ ଜଣକୁ ଅଟକ ରଖିଛି।
ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍ ସେବା ମିଳିବ।
କମ୍ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।
ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍ ସେବା ମିଳିବ।
କମ୍ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି।
ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି। ତେଣୁ ଦେଶର ବିକାଶ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ।ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ରର ଉତ୍ସବ ନୁହେଁ, ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ କହିଛନ୍ତି ରାଷ୍ଟ୍ରପତି।
ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ।
୧୦ ଆହତଙ୍କ ମଧ୍ୟରୁ ୮ ଗୁରୁତର ଅଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଏନ୍ଏଚ୍ ୧୬ କେସପୁର ଛକ ସିଙ୍ଗଡ଼ାପଲ୍ଲୀ ନିକଟରେ ଦୁର୍ଘଟଣା ଘଟିଛି। ମାଲକାନଗିରି ବାଲିମେଳାରୁ ପୁରୀ ବୁଲିବାକୁ ଯାଉଥିଲେ।
ବ୍ରହ୍ମପୁର ବୈଦନାଥପୁର ଥାନା ସୂର୍ଯ୍ୟନଗରରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି +୨ ଛାତ୍ର।
ଗତକାଲି ପଦାର୍ଥ ବିଜ୍ଞାନ ପରୀକ୍ଷାରେ କପି କରି ଧରାପଡ଼ିଥିଲେ। ଘରୋଇ କଲେଜ ଛାତ୍ର ହୋଇଥିବା ବେଳେ ଖଲ୍ଲିକୋଟ କଲେଜରେ ପରୀକ୍ଷା ଦେଉଥିଲେ।
ବ୍ରହ୍ମପୁର ଚଣ୍ଡିପଦରରେ ଥିବା ଘରୋଇ ନର୍ସିଂ କଲେଜରେ ଝାଡ଼ାବାନ୍ତିରେ ୧୩ ଜଣ ଅସୁସ୍ଥ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।
ସେମାନଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି।
୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଶାଖାପାଟଣାରୁ ୩ ଜଣଙ୍କୁ ଗିରଫ ସହ ୯୨ଟି ପାସ୍ପୋର୍ଟ ଓ ଭିସା ଜବତ କଲା ବ୍ରହ୍ମପୁର ପୁଲିସ।
ଚାକିରି କରାଇଦେବାକୁ କହି ଜଣଙ୍କ ପିଛା ୫୦ ହଜାର ନେଉଥିଲେ। ଖଲ୍ଲିକୋଟର ଜଣେ ଯୁବକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ।
ବ୍ରହ୍ମପୁରର ଗଞ୍ଜାମ ଗ୍ୟାଲେକ୍ସି ଦୋକାନରେ ସେନାର ଗୁଇନ୍ଦା ବିଭାଗ ଓ ପୁଲିସ ମିଳିତ ଚଢ଼ାଉ କରିଛନ୍ତି।
୪୮୮ ମିଟର ଯୁଦ୍ଧ ପୋଷାକର କପଡ଼ା ଜବତ କରିଛି। ଦୋକାନ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। କୋଲକାତାରୁ ଆଣି ବ୍ରହ୍ମପୁରରେ ଚାଲିଥିଲା ବିକ୍ରି। ଜବତ ପୋଷାକର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ।