ଜୁନ 1 ରୁ ଜୁଲାଇ 18 ମଧ୍ୟରେ ରାଜ୍ୟରେ 425.2 ମିମି ବର୍ଷା

ରାଜ୍ୟରେ ଜୁନ 1 ତାରିଖରୁ ଜୁଲାଇ 18 ତାରିଖ ମଧ୍ୟରେ ରାଜ୍ୟରେ 394.1 ମିମିର ସ୍ୱାଭାବିକ ବର୍ଷା ବଦଳରେ ହାରାହାରି 425.2 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି l
ରାଜ୍ୟରେ ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ 6 ଟି ଜିଲ୍ଲାରେ ଅଧିକ ଏବଂ ଗୋଟିଏ ଜିଲ୍ଲାରେ କମ ବର୍ଷା ହୋଇଛି l ଅନ୍ୟ 21 ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version