ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ବାବାମଠ ସାହିରେ ସାମାନ୍ୟ ବର୍ଷା ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି, ଫଳରେ ଯାତାୟାତରେ ଲୋକଙ୍କ ନାହିଁଥିବା ଅସୁବିଧା ହେଉଛି l
ତେଣୁ ଏଠାରେ ଡ୍ରେନ ନିର୍ମାଣ କରି ବର୍ଷାଜଳ ନିଷ୍କାସନ କରିବାକୁ ଦାବିକରିଛନ୍ତି ସାହି ଲୋକେ l
Credible Local News of Odisha