ଜନ୍ମମାଟିରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର

ପୁରୀ ଜିଲ୍ଲା ସତ୍ୟବାଦୀ ଖଣ୍ଡାୟତ ସାହି ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ‘ଦେବାଶିଷ ଆମର ରହେ’ ଧ୍ୱନୀରେ ପ୍ରକମ୍ପିତ ପରିବେଶ।

ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଆଜି ଶେଷକୃତ୍ୟ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version