ପର୍ଶୁରାମ ଜୟନ୍ତି ପଦଯାତ୍ରା

ପର୍ଶୁରାମ ଜୟନ୍ତି ଉପଲକ୍ଷେ ଆଜି ବ୍ରାହ୍ମଣ ସମାଜ ତରଫରୁ ଅତାବିରା ଦୁର୍ଗା ମନ୍ଦିରରୁ ବାହାରି ଅଗ୍ରସେନ ଭବନ ପର୍ଯ୍ୟନ୍ତ ଯାଇଥିଲେ ।

ଏଥିରେ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।ଏହା ସକାଳ ୮ଟାରୁ ଆରମ୍ଭ ହୋଇରାତ୍ରି ୧୦ଟା ପର୍ଯ୍ୟନ୍ତ ଚାଲିବା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version