ଛାତ୍ର ନିଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆସୁଛି ଏନ୍ଏଚ୍ଆରସି

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ନିଶାନ୍ତ ମୃତ୍ୟୁ ମାମଲାରେ ଆଜି ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନର ତିନି ଜଣିଆ ପ୍ରତିନିଧି ଦଳ ଆସୁଛନ୍ତି।

ଗତ ଏପ୍ରିଲ ୨୨ରେ ୫ ମହଲା କୋଠାରୁ ପଡି ପ୍ରାଣ ହରାଇଥିଲେ ନିଶାନ୍ତ। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version