ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଗତ ୨୩ରେ କେନ୍ଦୁଝର ଗ୍ରସ୍ତ ବେଳେ ନିର୍ଦ୍ଧାରିତ ଠାରୁ ଅଧିକ ଛାତ୍ରୀଛାତ୍ର ତଥା ଶିକ୍ଷକଙ୍କୁ ନେଇ ଯାଇଥିବା ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଦୁଇ ବସ ଧରାପଡିଥିଲେ।
ଏହାକୁ ନେଇ ଜିଲା ଶିକ୍ଷା ଅଧିକାରୀ ସ୍କୁଲ ଅଧ୍ୟକ୍ଷଙ୍କୁ ନୋଟିସ କରି ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ ଆଦେଶ କରିଛନ୍ତି। ଉକ୍ତ ଦୁଇ ବସକୁ ସେ ସମୟରେ ଘଷିପୁରା ପୁଲିସକୁ ହସ୍ତାନ୍ତର କରାଯାଇଥିଲା।