ଗୋପାଳପୁର କଲେଜକୁ ୩ ଜଣିଆ ନାକ ଟିମ ପରିଦର୍ଶନ

ଗୋପାଳପୁର କଲେଜକୁ ନାକ ମାନ୍ୟତା ପାଇଁ ଆଜି ସକାଳ ୯ଟାରେ ଏକ ୩ ଜଣିଆ ପ୍ରତିନିଧି ଦଳ ପହଂଚିଛନ୍ତି।

ଏହି ଦଳରେ ଚ୍ୟାରମେନ୍ ନାଗାଲାଣ୍ଡର ଅବସର ପ୍ରାପ୍ତ କୁଳପତି ଡ଼ଃ.ରମେଶ ଗୁପ୍ତା, କୋଡ଼ିନେଟର କର୍ଣ୍ଣାଟକ ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର୍ ଡ଼ଃ. ଶିବ ପୁତ୍ର ପାଟଗୁଣ୍ଡି , ସଦସ୍ୟ ଜାମ୍ମୁ ସ୍ଥିତ ଜିଜିଏମ୍ ସାଇନ୍ସ କଲେଜର ଅବସରପ୍ରାପ୍ତ ଅଧକ୍ଷ ଡ଼ଃ. ଶ୍ୟାମ ଲାଲ ଗୁପ୍ତା ପରିଦର୍ଶନରେ ପହଞ୍ଚି କଲେଜ୍ ଅଧକ୍ଷଙ୍କ ସହ ଆଲୋଚନା କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version