କୋଟସମଲାଇ ଅଞ୍ଚଳରେ କୋହଲା ପାଗ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଅଞ୍ଚଳରେ ଆଜି ଅପରାହ୍ନ ସମୟ ଠାରୁ କୋହଲା ପାଗ ଜାରି ରହିଛି ।

କୋହଲା ପାଗ ସହ ଘଡଘଡି ଓ ବହୁ ପରିମାଣରେ ପବନ ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version