ଅତାବିରାଠାରେ ନିଶୁଳ୍କ କେନସର ଯାଂଚ ଶିବିର ଅନୁଷ୍ଠିତ

ଆଜି ଅତାବିରା ସ୍ଥିତ ମାରଓ୍ବାଡି ଧର୍ମଶାଳା ଠାରେ ମାରଓ୍ବାଡି ଯୁବାମଂଚ ଓ ମହିଲା ଜାଗୂତି ଶାଖାର ମିଳିତ ଆନୁକୂଲ୍ୟରେ ନିଶୁଳ୍କ କେନସର ଯାଂଚ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରଟିକୁ ଫିତାକାଟି ଉଦଘାଟନ କରିଥିଲେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version