କୂଅ ଭିତରୁ ଗାଈକୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସୁବର୍ଣ୍ଣପୁର ଜିଲ୍ଲାବିନିକା ବ୍ଳକ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମରେ ଖାଦ୍ୟ ଅନ୍ବେଷଣରେ ଯାଇଥିବା ଗାଈ ଅଚାନକ ଆଜି ସକାଳେ ଏକ ପରିତ୍ୟକ୍ତ କୂଅ ଭିତରେ ପଡି ଯାଇଥିଲା ।

ଲୋକେ ଦେଖି ବିନିକା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଈକୁ ଉଦ୍ଧାର କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version