ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଭରୁଆମୁଣ୍ଡା ଗାଁରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି।
କପା ଚାଷ ଜଗିବା ପାଇଁ ବିଲରେ କୁଡ଼ିଆ କରି ରହିଥିବା ବେଳେ ଅଗ୍ନିକାଣ୍ଡ ଘଟିଛି। କେହି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଉଭୟଙ୍କୁ ଭୀମଭୋଇ ମେଡକାଲ କଲେଜରେ ଭର୍ତ୍ତି କରାଯାଇଛି।
Credible Local News of Odisha