ଜାନୁଆରୀରେ ଜେଇଇ ମେନ୍ ସେସନ୍-୧

ଜାନୁଆରୀରେ ଜେଇଇ ମେନ୍ ସେସନ୍-୧, ଏପ୍ରିଲରେ ଜେଇଇ ମେନ୍ ସେସନ-୨ ଅନୁଷ୍ଠିତ ନେଇ ଘୋଷଣା କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ।

ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଓ ୩୧ରେ ପରୀକ୍ଷା ହେବ। ଏପ୍ରିଲ ୬, ୮, ୧୦, ୧୧ ଓ ୧୨ରେ ଜେଇଇ ମେନ୍ ସେସନ-୨ ହେବ।ସେହିପରି ଆସନ୍ତା ବର୍ଷ ମେ ୭ରେ ନିଟ୍ (ୟୁଜି) ପରୀକ୍ଷା ଏବଂ ମେ ୨୧ରୁ ୩୧ ଯାଏଁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version