ଏମକେସିଜି ହସ୍ପିଟାଲ ସୁପରସ୍ପେଶାଲିଷ୍ଟ ବିଲ୍ଡିଂରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ସୁପରସ୍ପେଶାଲିଷ୍ଟ ବିଲ୍ଡିଂରେ ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।

କୌଣସି କ୍ଷୟକ୍ଷତି ହୋଇନ ଥିବାବେଳେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version