ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନ୍ଏସ୍ଏସ ପକ୍ଷରୁ ତାମିଲନାଡୁର କୋଇମ୍ବତୁରସ୍ଥିତ ଭରତିହର ବିଶ୍ଵବିଦ୍ୟାଳୟରେ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନେସନାଲ ଇଣ୍ଟ୍ରିଗ୍ରେଶନ୍ କ୍ୟାମ୍ପରେ ଭାଗ ନେବା ପାଇଁ ଆଜି ଗସ୍ତ କରିଛନ୍ତି।
ଗାଇଡ ଭାବେ ଗୋପାଳପୁର କଲେଜର ଏନ୍ଏସ୍ଏସର ପ୍ରୋଗ୍ରାମ ଅଫିସର ଏସ.ରୁପଲକ୍ଷ୍ମୀ ସାମିଲ ହୋଇ ଗସ୍ତ କରିଛନ୍ତି।