ଉପକାରାଗାର ପାଚେରି ଡେଇଁ କଏଦୀ ଚମ୍ପଟ

ବାଲେଶ୍ଵର ଜିଲ୍ଲା ସୋର ଉପାକାରାଗାରରୁ କଏଦୀ ଚମ୍ପଟ ନେଇ ସୋର ଥାନାରେ ଏତଲା ଦିଆଯାଇଛି।

କଏଦୀ ଜଣଙ୍କ ଭଦ୍ରକ ଜିଲ୍ଲା କଶିଆ ମେରାଇନ ଥାନା ବିଦେଇପୁର ଗାଁର ବୋଲି ସୂଚନା ମିଳିଛି। କଏଦୀ ବାସୁଦେବପୁର ଜେଲରୁ ସୋର ଉପକାରାଗାରକୁ ସ୍ଥାନାନ୍ତର ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version