ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ଏଲଭିଏ ଟେଷ୍ଟ ସହ ସାଇକୋଲୋଜିକାଲ ଆସେସମେଣ୍ଟ ଟେଷ୍ଟ ବି ଚାଲିଛି।
ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ବୟାନ ଆଧାରରେ ଏଲଭିଏ ଟେଷ୍ଟ କରାଯାଉଛି। ଗୋପାଳର ବୟାନରେ କେତେ ସତ୍ୟତା ରହିଛି ଜାଣିବାକୁ ଉଦ୍ୟମ ଚାଲିଛି। ସ୍ବତନ୍ତ୍ର ମେଡିକାଲ ଟିମ୍ ମାନସିକ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ।